ପାକିସ୍ତାନ ବିପକ୍ଷରେ ଶୁବମନ ଗିଲ୍ ଖେଳିବେ କି ନାହିଁ?

ଆସନ୍ତାକାଲି ଭାରତ ଓ ପାକିସ୍ତାନ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ପାକିସ୍ତାନ ବିପକ୍ଷରେ ଶୁବମନ ଗିଲ୍ ଖେଳିବେ କି ନାହିଁ?

ଆସନ୍ତାକାଲି ଭାରତ ଓ ପାକିସ୍ତାନ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ପାଇଁ ଆଜି ଠାରୁ ହିଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁବମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।