State

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା

କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା ହୋଇଛି

୮ ବିଭିନ୍ନ ରଙ୍ଗର ଲୁଣ-ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌, ଅଣ-ଜୈବରେ...

ସବୁ ଭାରତୀୟ ବ୍ରାଣ୍ଡ ଲୁଣ ଓ ଚିନିରେ ପ୍ଲାଷ୍ଟିକ୍

କଟକ ସିଟି ହସ୍ପିଟାଲ ଭଙ୍ଗା ଘରେ ପଡି ରହିଛି ଗଦା ଗଦା ଏକ୍ସାପାଏରୀ...

କଟକ ସିଟି ହସ୍ପିଟାଲରେ ପଡ଼ିରହିଛି ପୁଳା ପୁଳା ଖୁସି ସାନିଟାରୀ ପ୍ୟାଡ

ନନ୍ଦନକାନନ କୁ ଆସିବେ ନୂଆ ଅତିଥି

ସେପ୍ଟେମ୍ବର ଶେଷ ସୁଦ୍ଧା ଓଡିଶା ଆସିବ ବାଘ

ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଲା ମା’

କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳା  ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଥିବ ଜଣାଯାଇଛି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ହର ଘର ତ୍ରିରଙ୍ଗା' ରାଲିରେ ଯୋଗ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଆୟୋଜିତ 'ହର ଘର ତ୍ରିରଙ୍ଗା' ରାଲିରେ ଯୋଗ ଦେଇଛନ୍ତି।

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ସାଧାରଣ ଲୋକଙ୍କ ମତାମତା ନେବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜାଙ୍କ ପରଲୋକ

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି

ଘର ନୁହେଁ ତ ମିନି ଜୁଏଲାରୀ ସପ୍

ସରକାରୀ ଚାକିରିରେ ଯାହା ଦରମା ମିଳୁଥିଲା, ତାହା କେବଳ ନାଁକୁ ଥିଲା ।

ବିଜେଡି ଦୁଇଫାଳ

ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନାହିଁ

ବ୍ରଡକାଷ୍ଟିଂ ବିଲ୍ କୁ ନେଇ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

ଡ୍ରାଫ୍ଟର ପ୍ରାବଧାନରେ କୁହାଯାଇଛି ଯେ ଡିଜିଟାଲ୍ ପ୍ଲାଟଫର୍ମରେ ନ୍ୟୁଜ୍ ପ୍ରସାରଣ କରୁଥିବା ପବ୍ଲିସର୍ସକୁ ଡିଜିଟାଲ୍ ନ୍ୟୁଜ୍ ବ୍ରଡକାଷ୍ଟର୍ସ କୁହାଯିବ ।

ହାତୀ ଭାଙ୍ଗିଲେ ମିଳିବ ନୂଆ ଘର

ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ

ମଙ୍ଗଳବାର ଓ ବୁଧବାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା

ଆସନ୍ତା ମଙ୍ଗଳବାର ଓ ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

୫ ବର୍ଷ ପରେ କେହି ରହିବେନି ଭୂମିହୀନ ଓ ବାସହୀନ

ରାଜ୍ୟରେ ଆଗାମୀ ୫ ବର୍ଷ ପରେ କେହି ରହିବେନି ଭୂମିହୀନ ଓ ବାସହୀନ ।

ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି

ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ । ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ