ଭରତପୁର ଥାନାରେ ମହିଳା କମିଶନ
ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ

ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କନକବ୍ୟୁରୋ: ସେନା କର୍ମଚାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ ଜଣ ରୋଡ୍ ରୋମିଓଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଭୁବନେଶ୍ବରର ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ ।
ସେପଟେ ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ମହିଳା କମିଶନ ଏନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛି । କିଭଳି, କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଥିଲା ତାହା ଉପରେ ତଦନ୍ତ ଆରମ୍ଭ କରିଛି ମହିଳା କମିଶନ ।