ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ଜେଲରେ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ଜେଲରେ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ଜେଲରେ ମାରିଦେବାକୁ ହେଉଛି ଷଡଯନ୍ତ୍ର

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଛି । ଏଭଳି ଅଭିଯୋଗ ଆଶିଛନ୍ତି ଦିଲ୍ଲୀ ଆପ୍ ନେତ୍ରୀ ଆତିଶି ମାର୍ଲିନା । ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଉନାହିଁ । ତାଙ୍କୁ ଜୀବନରୁ ମାରିଦିଆଯିବାକୁ ଚେଷ୍ଟା କରାଯାଉଛି ।

ଅତିଶିଙ୍କର ଏପରି ଅଭିଯୋଗ ପରେ ଦିଲ୍ଲୀ ଏଲଜି ୨୪ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।