ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁଙ୍କ ସଂଖ୍ୟା ୨କୁ ବୃଦ୍ଧି

ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଓ ୨ଟି ମାଇ ହାତୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଗୋଟିଏ ଶାବକ ଟ୍ରେନ୍‌ ଧକ୍କାରେ ଆହତ ହୋଇଛି

ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁଙ୍କ ସଂଖ୍ୟା ୨କୁ ବୃଦ୍ଧି

ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଓ ୨ଟି ମାଇ ହାତୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଗୋଟିଏ ଶାବକ ଟ୍ରେନ୍‌ ଧକ୍କାରେ ଆହତ ହୋଇଛି । ଆହତ ଶାବକଟି ଦୁର୍ଘଟଣା ପରେ ଛୋଟଇ ଛୋଟେଇ ଜଙ୍ଗଲକୁ ପଳାଇଛି । ଉକ୍ତ ହାତୀ ଶାବକର ଚିକିତ୍ସା ପାଇଁ ଡାକ୍ତର ଟିମ୍ ସେଠାରେ ପହଞ୍ଚିଛନ୍ତି । ଏହି ହାତୀ ଦଳରେ ୫ଟି ହାତୀ ଥିଲେ । ହାତୀ ପଲ ଟ୍ରେନ୍ ଲାଇନ ପାରି ହେବା ସମୟରେ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା । ଫଳରେ ୨ଟି ମାଇ ହାତୀଙ୍କ ମୃତ୍ୟୁ ହୋଇଥିଲା ।