ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍
ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍

ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍ । ଏହି ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଭାରତ ସରକାର ଏନେଇ ଅଧିସୂଚନା ଜାରି କରିଛନ୍ତି ।
ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତି ମଂଜୁୁରୀ ଦେବା ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩କୁ ଲାଗୁ କରିବାକୁ ନୋଟିଫିକେସନ୍ ଜାରି କରିଥିବା ସୂଚନା ରହିଛି ।