ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର

ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ରେ ରାଜସ୍ବ ମନ୍ତ୍ରୀ ରଖିଛନ୍ତି ଉତ୍ତର ।

ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର

ଜବରଦଖଲ ଜମିକୁ ନେଇ ଆକ୍ସନ ମୋଡ଼ ରେ ରାଜ୍ୟ ସରକାର । ଜବରଦଖଲ କାରୀ ଙ୍କ ନିକଟରୁ ସରକାରଙ୍କ ଖାତା ଫେରିଲା ଜବରଦଖଲରେ ଥିବା ଜମି । ଦୁଇ ମାସ ମଧ୍ୟରେ ୫୫,୨୯୩ ଏକର ୩୦୭ ଡିସିମିଲ ଜମି ଜବରଦଖଲକାରୀ ଙ୍କ ନିକଟରୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୩,୪୮୦ ଏକର ୫୨୫ ଡିସିମିଲ ଜମି ଜବରଦଖଲ ରେ ରହିଛି ।

ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ରେ ରାଜସ୍ବ ମନ୍ତ୍ରୀ ରଖିଛନ୍ତି ଉତ୍ତର ।