ରାଜ୍ୟ ଯୋଜନା ବୋର୍ଡ଼ର ହେବ ପୁନର୍ଗଠନ
୨୦୦୩ ଓ ୨୦୦୭ ରେ ଶେଷ ଥର ପାଇଁ ବସିଥିଲା ରାଜ୍ୟ ଯୋଜନା ବୋର୍ଡ ବୈଠକ ।

ନୀତି ଆୟୋଗ ଢାଞ୍ଚା ରେ ରାଜ୍ୟ ଯୋଜନା ବୋର୍ଡ଼ର ହେବ ପୁନର୍ଗଠନ । ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରରେ ବିଗତ ୨୪ ବର୍ଷ ମଧ୍ୟରେ ମାତ୍ର ଦୁଇ ଥର ବସିଛି ଯୋଜନା ବୋର୍ଡ ବୈଠକ ।
୨୦୦୩ ଓ ୨୦୦୭ ରେ ଶେଷ ଥର ପାଇଁ ବସିଥିଲା ରାଜ୍ୟ ଯୋଜନା ବୋର୍ଡ ବୈଠକ ।