କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ହାସିମ ଆମଲା l

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ହାସିମ ଆମଲା l
ଦକ୍ଷିଣ ଆଫ୍ରିକା (South African All-Rounder) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହାସିମ ଆମଲା (Hashim Amla) ଅନ୍ତର୍ଜାତୀୟ କ୍ରିକେଟକୁ ଜଣାଇଲେ ବିଦାୟ l
ହାସିମ ଆମଲା (Hashim Amla) ଦକ୍ଷିଣ ଆଫ୍ରିକା ପାଇଁ ୧୨୪ ଟେଷ୍ଟ ମ୍ୟାଚ ଖେଳି ୪୬.୬୪ ଏଭେରେଜରେ ୯,୨୮୨ ରନ୍ ସ୍କୋର କରିଛନ୍ତି ।