୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କଲା ସାବରିମାଲା ମନ୍ଦିର l

୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କଲା ସାବରିମାଲା ମନ୍ଦିର l
ଆଜି କେରଳସ୍ଥିତ ସାବରିମାଲା ମନ୍ଦିରର ବାର୍ଷିକ ତୀର୍ଥଯାତ୍ରା ସମୟ ଶେଷ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର ୩୨୦ କୋଟି ଟଙ୍କା ଆୟ କରି ରେକର୍ଡ କରିଥିବା କଥା ମନ୍ଦିର ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଦେଲେ ସୂଚନା l*
ପୂର୍ବରୁ ୨୦୧୮ରେ ସର୍ବାଧିକ ୨୬୦ କୋଟି ଟଙ୍କା ଆୟ ହୋଇଥିବା ରେକର୍ଡ କରାଯାଇଥିଲା।