Tag: murder case

Rourkela

୫ ବର୍ଷର ନିଷ୍ପାପ ଶିଶୁପୁତ୍ରକୁ ହତ୍ୟା କରି ଟାଙ୍ଗି ଦେଲା ବାପା

ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାର ବାପା ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି।

Baleswar

ଝିଅକୁ ହତ୍ୟା: ମାଆ ଓ ସାବତ ବାପାକୁ ଆଜୀବନ କାରାଦଣ୍ଡ

ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ ସହ ଦ୍ଵିତୀୟ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା

Gajapati

ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ।

Bhubaneswar

ରାଜଧାନୀ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ ।

Mayurbhanj

ବୋହୂର ମାଡରେ ଶାଶୁର ମୃତ୍ୟୁ

ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ।

State

ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି।

Bargarh

ବରଗଡ ସୋହେଲା ବୁଢ଼ାମାଲରେ ବିଭତ୍ସ ହତ୍ୟାକାଣ୍ଡ

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ