ବରଗଡ ସୋହେଲା ବୁଢ଼ାମାଲରେ ବିଭତ୍ସ ହତ୍ୟାକାଣ୍ଡ
ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ

ବରଗଡ ସୋହେଲା ବୁଢ଼ାମାଲରେ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ । ବୁଢ଼ାମାଲର ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ମୃତଦେହଟି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ମୃତ ବ୍ୟକ୍ତି ଜଣକ ହେଲେ ସାନନ୍ଦ ସା, ଯାହାଙ୍କ ବୟସ 35 ବର୍ଷ ।