Tag: Diwali
୨୫ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ରାମ ମନ୍ଦିର
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଗତକାଲି ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପୋତ୍ସବ
ଦୀପାବଳି ଏବଂ ଛଟ୍ ପାଇଁ ୭ ହଜାର ସ୍ପେଶାଲ ଟ୍ରେନ ଚଲାଇବ ରେଲୱେ
ଦୀପାବଳି ଏବଂ ଛଟ୍ରେ ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା କରାଇବା ପାଇଁ ୭ ହଜାର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ରେଲୱେ
ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍
ଭୁବନେଶ୍ୱର ତମାଣ୍ଡୋରେ ଅଘଟଣ । ଦୀପାବଳିରେ ବସରେ ଲାଗିଲା ନିଆଁ । ଦୀପାବଳି ସମୟରେ ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।
ଭାରତୀୟ ସଂସ୍କୃତିରେ ଆଲୋକ ଓ ଆନନ୍ଦର ପର୍ବ ହେଉଛି ଦୀପାବଳି
କାର୍ତ୍ତିକ ଅମାବାସ୍ୟାକୁ ଦୀପାବଳି ଉତ୍ସବ ରୂପେ ପାଳନ କରାଯାଏ । ଏହି ଦିନ ଘରେ ଘରେ ଦୀପ ଜଳେ, ବାଣ ଫୁଟାଯାଏ