ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଏମକେସିଜି ପିଜିର ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ।

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଏମକେସିଜି ପିଜିର ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତ୍ୟୁ । ହଷ୍ଟେଲରୁ ଗୁରୁତା ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତ ଡାକ୍ତରୀ ଛାତ୍ରୀ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ବୋଲି ସୂଚନା ମିଳିଛି ।   ମୃତକ ହେଲେ ଶୁବାନୀ ପଟ୍ଟନାୟକ । ମାତ୍ରାଧିକ ଔଷଧ ସେବନ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।