Last seen: 1 year ago
Copy Editor Of Onm
କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦାୟିତ୍ୱ ସମ୍ଭାଳିବା କ୍ଷଣି ରାଜଧାନୀରେ କାମ କରୁଥିବା ଶ୍ରମିକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି
ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି
ଆଲବମ୍ ଅଭିନେତ୍ରୀ ରୁକ୍ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ ।
କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ ।
ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ଭରତପୁର ଥାନାରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍ ଟେଷ୍ଟ ହେବ
ତେବେ ଦଳରେ ଅନ୍ତ କନ୍ଦଳ ବଢୁଥିବାରୁ ଦଳକୁ କିପରି ସୁଦୃଢ କରାଯିବ ଏନେଇ ଅଣ୍ଟା କଷିଛନ୍ତି ନବୀନ ପଟ୍ଟନାୟକ।
ଏହା ବୁଧବାରଠାରୁ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ । ଏହି କାରଣରୁ ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି ଓ କୋଷ୍ଟଗାର୍ଡ ପଇଁତରା ମାରୁଛନ୍ତି ।
ଜଗତଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ପୀଠ ଓ ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଛି
ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ଓଡ଼ିଶା ସରକାର
କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ
ବଲିଉଡରୁ ଆସିଛି ଖୁସି ଖବର । ଡ୍ରାମା ସିନେମା ଲାପତା ଲେଡିଜକୁ ସଫଳତା । ଓସ୍କାର ରେସରେ ସାମିଲ ହୋଇଛି ସିନେମା