ONM_News

ONM_News

Last seen: 1 year ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

State

ଭରତପୁର ଥାନା ଆଇଆଇସିଙ୍କ ସମେତ ୫ ନିଲମ୍ବିତ

ଭୁବନେଶ୍ୱର ଅଧୀନ ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି...

National

ଆତିଶି ମର୍ଲେନା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁ ଉପରେ ମୋହର ଲାଗିଛି

State

ଭୁବନେଶ୍ୱର କହୁଛି ହାପିବାର୍ଥ ଡେ’ ମୋଦୀ

ସେପ୍ଟେମ୍ବର ୧୭ତାରିଖ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ

State

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ

State

କାଲି ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

State

ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

State

ଖୁବ୍‌ଶୀଘ୍ର ଓଡ଼ିଶା ବଜାରରେ 'ଗାନୋଡର୍ମା' ଛତୁ

ମୁଖ୍ୟ ବୈଜ୍ଞାନିକ ଡ.ବିକ୍ରମ କେଶରୀ ପାଣି କୁହନ୍ତି, ଏହି ଛତୁ ସାଧାରଣତଃ ୨୫ ରୁ ୩୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଚାଷ କରାଯାଏ ।

State

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଏ ନେଇ ଏନ୍ଏଚ୍ଆର୍ସିରେ ପିଟିସନ ଦାୟର କରିଛନ୍ତି ।

State

ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରିହେଲା ଟ୍ରାଫିକ କଟକଣା

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

State

ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍

ହାତୀଟିର ଡାହାଣ ପଛ ଗୋଡ଼ରେ ଆଘାତ ହୋଇଛି । ଏହି କାରଣରୁ ଚଳପ୍ରଚଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ଦନ୍ତା ।

State

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆସିଲା ଗସ୍ତସୂଚୀ

କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍ଏଚ୍-୧୬କୁ ଛୁଇଁପାରିବେ।

National

ଇସ୍ତଫାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହଠାତ୍ ତାଙ୍କ ଇସ୍ତଫା ଘୋଷଣା କରିଥିଲେ

State

ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ମେଳା: 'ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ...

ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ମେଳା: 'ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ହେବ ଅଗ୍ରଣୀ

National

କେଜରିୱାଲ ଇସ୍ତଫା ଦେଲେ କିଏ ହେବେ ମୁଖ୍ୟମନ୍ତ୍ରୀ

ତେବେ କେଜରିୱାଲ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଲୋକେ ତାଙ୍କୁ ‘ସଚ୍ଚୋଟ ପ୍ରମାଣପତ୍ର’ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ଥରେ ବସିବେନି।...

State

ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ

SPG ଟିମ୍ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିମାନବନ୍ଦର ଠାରୁ ଜନତା ମୈଦାନ ଓ ଗାଡକଣ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।