Last seen: 1 year ago
Copy Editor Of Onm
ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ସାମଗ୍ରୀକୁ ଯାଞ୍ଚ କରାଯିବ । ଏଫଏସଏସଏଆଇ ପକ୍ଷରୁ ଏହି ଯାଞ୍ଚ କରାଯିବ ।
ବେଆଇନ ଖଣି ଖନନ ମାମଲାରେ ନୟାଗଡ଼ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ।
ନଦୀରେ ବୁଡିଯାଇ ନାବାଳକ ମୃତ। ଭଟ୍ଟାରିକା ପୀଠ ସନ୍ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ୧୪ ବର୍ଷୀୟ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଛି।
ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ।
ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ ।
ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ।
କାଳବୈଶାଖୀରେ ଗଛ ଡାଳ ପଡିବାରୁ ଅଟକିଲା ପାସେଞ୍ଜେର ଟ୍ରେନ୍ । ରାୟଗଡା ଓ ସିଙ୍ଗାପୁର ଷ୍ଟେସନ ମଝିରେ ଅଟକିଲା ଟ୍ରେନ୍ ।
ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ’ ବସ୍ ଗଡ଼ିବା ନେଇ କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ।
ମନ୍ତ୍ରୀ ପଦ ନମିିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ ।
ମାଲକାନଗିରି ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର କୋଲାନିରୁ ୮ଫୁଟର ଅଜଗର ସାପ ଉଦ୍ଧାର।
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।