ONM_News

ONM_News

Last seen: 1 year ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

Bhubaneswar

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା

Dhenkanal

ତହସିଲଦାରଙ୍କୁ ଆକ୍ରମଣ: ୮ ଗିରଫ

ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ । ୨ଟି ଟ୍ରାକ୍ଟର,ଗୋଟିଏ ଜେସିବି ଜବତ କଲା କାମାକ୍ଷାନଗର ପୋଲିସ

Puri

ମହାପ୍ରଭୁଙ୍କ ରତ୍ନପଲଙ୍କର ହେବ ମରାମତି

ମହାପ୍ରଭୁଙ୍କ ରତ୍ନପଲଙ୍କର ହେବ ମରାମତି । ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ହେବ

Bhubaneswar

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର

ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର

Boudh

ବିଜୁଳି ଓ ପାଣି ଯୋଗାଇବା ନିମନ୍ତେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ନ୍ତଗ ୧୭ ନମ୍ବର ୱାର୍ଡର ମହିଳାମାନେ ପାନୀୟଜଳ ଓ ଡ୍ରେନପାଣି ନିଷ୍କାସନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା...

Berhampur

ବ୍ରହ୍ମପୁର ସରକାରୀ ଆଇଟିଆଇକୁ ତିନି ସ୍କଚ୍ ଅର୍ଡର୍ ଅଫ୍ ମେରିଟ୍

ସ୍ଥାନୀୟ ସରକାରୀ ଆଇଟିଆଇ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ତିନୋଟି ପଦକ୍ଷେପକୁ ସ୍କଚ୍ ଅର୍ଡର୍ ଅଫ୍ ମେରିଟ୍ ପୁରସ୍କାର ମିଳିଛି ।

Sports

ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲରେ ଗୁଜରାଟ

ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟାନ୍ସ କ୍ରମାଗତ ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି

Gajapati

ପୋଲିସର ଅତର୍କିତ ଚଢ଼ାଉ, ଘରୁ ଜବତ କଲା ୩ଟି ଦେଶୀ ବନ୍ଧୁକ

ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ କରି ତିନୋଟି ଦେଶୀ ବନ୍ଧୁକ ଜବତ ହୋଇଛି।

Horoscope

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୨୭ ତାରିଖ ୨୦୨୩ ମସିହା(ଶନିବାର)

State

କ୍ରାଇମବ୍ରାଞ୍ଚ ଏବେ କ୍ରିମିନାଲ ବ୍ରାଞ୍ଚ: ନରସିଂହ

ଚାର୍ଜସିଟ୍ ଦାଖଲ ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ଏବେ କ୍ରାଇମ ବ୍ର୍ରାଞ୍ଚ ଏବେ କ୍ରାଇମବ୍ରାଞ୍ଚ ନୁହେଁ,କ୍ରିମିନାଲ ବ୍ରାଞ୍ଚ ପାଲଟିଛି...

Jharsuguda

ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ।

Horoscope

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୨୬ ତାରିଖ ୨୦୨୩ ମସିହା(ଶୁକ୍ରବାର)*

Keonjhar

ଶୁଣ୍ଢରେ ଟେକି କଚାଡ଼ି ଦେଲା ଦନ୍ତା

କେନ୍ଦୁଝର ଜିଲା ଆନନ୍ଦପୁରର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Mayurbhanj

ଶିମିଳିପାଳର ସବୁ ପ୍ରବେଶ ପଥ ସିଲ

ବାରିପଦାରେ ବନରକ୍ଷୀ ବିମଳ ଜେନାଙ୍କୁ ଗଳି କରି ହତ୍ୟା ଘଟଣାରେ ଶିମିଳିପାଳର ସବୁ ପ୍ରବେଶ ପଥ ସିଲ୍ କରାଯାଇଛି ।

Baleswar

ଝିଅକୁ ହତ୍ୟା: ମାଆ ଓ ସାବତ ବାପାକୁ ଆଜୀବନ କାରାଦଣ୍ଡ

ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ ସହ ଦ୍ଵିତୀୟ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା

Ganjam

ମାଲ୍ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ

ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ୍ ବୋଝେଇ ଟ୍ରେନ୍ ଛତ୍ରପୁର ସହର ଉପକଣ୍ଠରେ ଗୁରୁବାର ଲାଇନଚ୍ୟୁତ ହୋଇଛି।

Deogarh

କାରାଗାରରେ ବନ୍ଦୀ ମୃତ

ଦେବଗଡ଼ ସ୍ୱତନ୍ତ୍ର ଉପ କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିବା ଜଣେ ବନ୍ଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।