ଟ୍ରାକରେ ଗଛ: ଅଟକିଲା ଟ୍ରେନ
କାଳବୈଶାଖୀରେ ଗଛ ଡାଳ ପଡିବାରୁ ଅଟକିଲା ପାସେଞ୍ଜେର ଟ୍ରେନ୍ । ରାୟଗଡା ଓ ସିଙ୍ଗାପୁର ଷ୍ଟେସନ ମଝିରେ ଅଟକିଲା ଟ୍ରେନ୍ ।

କାଳବୈଶାଖୀରେ ଗଛ ଡାଳ ପଡିବାରୁ ଅଟକିଲା ପାସେଞ୍ଜେର ଟ୍ରେନ୍ । ରାୟଗଡା ଓ ସିଙ୍ଗାପୁର ଷ୍ଟେସନ ମଝିରେ ଅଟକିଲା ଟ୍ରେନ୍ । ବିଶାଖାପାଟଣା-କୋରାପୁଟ ପାସେଞ୍ଜେର ଗାଡିଟି ଅଟକିଛି,କିଛି କ୍ଷତି ହୋଇନି ।