Posts

Politics

ଆଜି ସଂଧ୍ୟାରେ ଘୋଷଣା ହୋଇପାରେ ମେଣ୍ଟ ନିଷ୍ପତି, ଜାଣନ୍ତୁ କଣ ହେଲା...

ସଂଧ୍ୟାରେ ମେଣ୍ଟ ସଂପର୍କିତ ନିଷ୍ପତି ଘୋଷଣା ହେବାର ବହୁ ସମ୍ଭାବନା ରହିଛି।

Politics

ବିଜେଡି ଛାଡିଲେ ରେମୁଣାର ବିଧାୟକ ସୁଦର୍ଶନ ଜେନା

ରେମୁଣାର ବିଧାୟକ ସୁଦର୍ଶନ ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି ।

Politics

ବିଜେପି-ବିଜେଡି ମେଣ୍ଟ ନେଇ ଏହି ପ୍ରତିକ୍ରିୟା ରଖିଲେ ସ୍ନେହାଙ୍ଗିନୀ...

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି ।

State

ମହାଶିବରାତ୍ରିରେ ମହାନଦୀରୁ ଶହେରୁ ଅଧିକ ନାଗମୂର୍ତ୍ତି

ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର।

State

ସ୍ତ୍ରୀ ସାମ୍ନାରୁ ସ୍ୱାମୀକୁ ଟାଣିନେଲା କୁମ୍ଭୀର

ସ୍ତ୍ରୀ ସାମ୍ନାରୁ ଜଣେ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର।

National

ସବୁଠୁ ବଡ଼ ନଗାଡ଼ା ପ୍ରସ୍ତୁତ, ମାର୍ଚ୍ଚ ୧୩ରେ ପଠାଯିବ ଅଯୋଧ୍ୟା

ମଧ୍ୟପ୍ରଦେଶର ରିଓ୍ଵାରେ ମହାଶିବରାତ୍ରି ଉତ୍ସବ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି ।

National

ରାଜ୍ୟ ସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି

ପ୍ରସିଦ୍ଧ ବିଜନେସମ୍ୟାନ ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି।

State

ବଢ଼ିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ାଇଛନ୍ତି ସରକାର

Cuttack

ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ଉନ୍ନତି କରଣ ପ୍ରସଙ୍ଗ, ୧୧ ତାରିଖ ରେ...

ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଭର୍ଚ୍ଚୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ 

Politics

ଆଜି ଆସିପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକା

ଆଜି ଆସିପାରେ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

National

ରାଷ୍ଟ୍ର ନିଷ୍ପତ୍ତିକୁ ସମାଲୋଚନା କରିପାରିବେ ନାଗରିକ: ସୁପ୍ରିମକୋର୍ଟ

ମହାରାଷ୍ଟ୍ର ପୋଲିସ ତାଙ୍କ ବିରୋଧରେ ଧାରା ୧୫୩ଏ (ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବା)ରେ ମାମଲା ରୁଜୁ କରିଥିଲା।

State

ଆଜି ମହାଶିବରାତ୍ରୀ: ବାଲୁକା କଳାରେ ୫୦୦ ଶିବଲିଙ୍ଗ ତିଆରି କଲେ ସୁଦର୍ଶନ...

ଏହି ବାଲୁକା କଳା ନିର୍ମାଣ ପାଇଁ ୪ ଟନ୍ ର ବାଲି ବ୍ୟବହୃତ ହୋଇଛି ।

Politics

ଓଡିଶା ଆସୁଛନ୍ତି ଅମିତ ଶାହା

ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି

State

ଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି