Posts
ଛାତିଥରା ଦୃଶ୍ୟ,ରାସ୍ଥା କଡ଼ରେ ପଡ଼ିଛି ୩ ମୃତଦେହ
ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାକଡ଼ରେ ପଡ଼ିଛି ୩ ମୃତଦେହ।
ମିଲେଟ୍ ମିଶନ୍ ଓ ମିଶନ୍ ଶକ୍ତି ମିଳିତ ବିକ୍ରୟ କେନ୍ଦ୍ର ଉଦଘାଟିତ
ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଶସ୍ୟ ଜାତୀୟ ଖାଦ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଓଡ଼ିଶା ମିଲେଟ୍ ମିଶନ୍ ଓ ମିଶନ୍ ଶକ୍ତି ମିଳିତ...
Labour day celebrate Iffco employees association
IFFCO plant observed Labour's day on the occasion of May 1st Labour Day. IFFCO Paradeep Unit
ଚିଲିକାରେ ଚାଲିବ ସୋଲାର ବୋଟ୍
ଚିଲିକାରେ ଚାଲିବ ସୋଲାର ବୋଟ୍ । ଚିଲିକାରେ ସୋଲାର ଓ ଇଲେକ୍ଟ୍ରିକ୍ ବୋଟ୍ ଚଲାଇବାକୁ ଯୋଜନା କରାଯାଇଛି।
ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ: ଖୋର୍ଦ୍ଧାରେ ହେବ ଶିଳ୍ପାଞ୍ଚଳ...
ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି...
ସମ୍ବଲପୁରରେ ବିଜେପିର ୪ଜଣିଆ କେନ୍ଦ୍ରୀୟ ଟିମ
ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି।
୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ
ମାଛକୁଣ୍ଡ ଥାନା ଅନ୍ତର୍ଗତ ନୁଆପୁଟ ନଦୀଘାଟଠାରୁ ଜିଜେ-୧୯ଏକ୍ସ ୪୬୧୦ ନାମକ ଏକ ସିମେଣ୍ଟ ଟ୍ରକରେ ଗଞ୍ଜେଇ ଗୁଜୁରାଟ ଚୋରା ଚାଲାଣ ହେଉଥିଲା।
ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅବସର
ଅବସର ନେଲେ ନେଉଳପୋଇ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା
ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ପାଳିତ
ଢେଙ୍କାନାଳ ଜିଲ୍ଲା ପୁରାତନ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି।
ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳାବାଘର ମୃତ୍ୟୁ
ଶିମିଳିପାଳ ଅଭୟାରଣ୍ୟରେ ଏକ ବିରଳ କଳା ବାଘର ମୃତ୍ୟୁ ହୋଇଛି ।
ମହାନଦୀ ଜଳ ବିବାଦ, ଟ୍ରିବ୍ୟୁନାଲର ୨ୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡରେ ଟ୍ରିବ୍ୟୁନାଲ୍ ତାର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ କରିଛି ।
ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଶାର ଦେବଦତ୍ତ ଚାନ୍ଦ
ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି ।
ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ
ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ।
ରାଜଧାନୀରୁ କଫସିରପ ଜବତ: ୨ ଗିରଫ
ରାଜଧାନୀରୁ ଠାବ ହେଲା କଫ ସିରଫ ରାକେଟ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ମାଡି ବସିଲା ପୋଲିସ ।
ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ
ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ସୋମବାର ସକାଳ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ
ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି ।








