ମହାନଦୀ ଜଳ ବିବାଦ, ଟ୍ରିବ୍ୟୁନାଲର ୨ୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡରେ ଟ୍ରିବ୍ୟୁନାଲ୍ ତାର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ କରିଛି ।

ମହାନଦୀ ଜଳ ବିବାଦ, ଟ୍ରିବ୍ୟୁନାଲର ୨ୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡରେ ଟ୍ରିବ୍ୟୁନାଲ୍ ତାର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ କରିଛି  ରବିବାରଠାରୁ ଆରମ୍ଭ ହୋଇଥିବା  ଦିନିଆ ଗସ୍ତର ପ୍ରଥମ ଦିନରେ କୋର୍ବା ନିକଟସ୍ଥ ମିନିମାତା ବଙ୍ଗୋ ଡ୍ୟାମରୁ ଅନୁଧ୍ୟାନ ଆରମ୍ଭ କରିଛନ୍ତି ଏହାସହ କୁମ୍ଭାରୀ ଡ୍ୟାମ୍‌, ହରଡି ଆନିକଟ,ସୀଓରିନାରାୟଣ ବ୍ୟାରେଜତେଲ ଦେଉରୀ ଆନିକଟ ଗସ୍ତ କରିଛନ୍ତି | ଯାହାକୁ ନେଇ ଛତିଶଗଡ ଛାତିରେ ପଶିଛି ଛନକା |ମିଛ ଧରାପଡିବା ଭୟରେ ଟ୍ରିବ୍ୟୁନାଲ କଲମା ପହଞ୍ଚିବା ପୂର୍ବରୁ ୧୪ଟି ଗେଟ ବନ୍ଦ କରି ଗୋଟିଏ ଗେଟ୍ ଖୋଲା ରଖିଛି 

ସେପଟେ ମଙ୍ଗଳବାର ଏହି ଟିମ୍ ବିବାଦୀୟ କଲମା ବ୍ୟାରେଜ ଗସ୍ତ କରିବେ   ତାରିଖ ବିବାଦୀୟ କେଲୋ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି  ଟ୍ରିବ୍ଯୁନାଲ ଗସ୍ତ ପରଠାରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଚର୍ଚ୍ଚାର ପରିଧି ଭିତରକୁ ଆସିଛି | ଖାସ କରି ଟ୍ରିବ୍ୟୁନାଲ  ବର୍ଷ ପରେ ଏହା ପ୍ରଥମ କ୍ଷେତ୍ର ପରିଦର୍ଶନ ହୋଇଥିବାବେଳେ ଏହା ଉପରେ କେନ୍ଦ୍ର ତଥା ଉଭୟ ରାଜ୍ୟର ନଜର ରହିଛି  ଦ୍ବିତୀୟ  ତୃତୀୟ ପର୍ଯ୍ଯାୟରେ ଓଡିଶାରେ ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ