Posts

Rayagada

ରାୟଗଡ଼ା ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଛୋଟମୋଟ ଅଘଟଣ ନିୟମିତ ଭାବେ ଘଟୁଛି ।

Baleswar

ବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୨୯୧ରେ ପହଞ୍ଚିଲା

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଉ ଜଣେ ଆହତଙ୍କର ଶନିବାର ଏସ୍‌ସିବି ମେଡିକାଲରେ ମୃତ୍ୟୁ ଘଟିଛି ।

Puri

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ଦତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।

Mayurbhanj

ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ମୃତ

ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଶିକାରୀଙ୍କ ଗୁଳିରେ ଜଣେ ବନ କର୍ମଚାରୀ ପ୍ରାଣ ହରାଇଛନ୍ତି ।

Puri

ସୁଭଦ୍ରାଙ୍କ ରଥର ଅଖରେ ଫାଟ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରଥନିର୍ମାଣ ପ୍ରାୟ ଶେଷ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ଦେଖିବାକୁ ମିଳିଛି ।

Bhubaneswar

ଅସହ୍ୟ ତାତି କାଳ ହେଲା

ପ୍ରଚଣ୍ଡ ରୌଦ୍ରତାପରେ ନନ୍ଦନକାନନ ରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଲା

Horoscope

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୭ ତାରିଖ ୨୦୨୩ ମସିହା(ଶନିବାର)*

Puri

ଭକ୍ତ ଙ୍କ ବିଶ୍ୱାସ ର ସହିତ ଖେଳ

ନକଲି ମହାପ୍ରସାଦ ଅଭଡା ଡାଲି କୁ ନେଇ ଚର୍ଚ୍ଚା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଶ୍ୱାସ କୁ ଅତୁଟ ରଖିବାକୁ ନିବେଦନ

Kandhamal

5Tରେ ରୂପାନ୍ତରୀଣ ହେବ କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜ: 5T...

କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

State

ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି

ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ୨ ଦିନ ବଢ଼ିଲା ଖରାଛୁଟି ।

Dhenkanal

କବାଡି ପ୍ରତିଯୋଗିତା ରେ ଜିରାଳ ଟିମ୍ ଚାମ୍ପିଅନ  

ରଜ ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ଜିରାଳ ଟିମ୍ ଚାମ୍ପିଅନ  

Khordha

ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ

ଭକ୍ତିର ଶକ୍ତି: ସୁଦୂର ରାଜସ୍ଥାନରୁ ପୁରୀ ଦଣ୍ଡବତ ଯାତ୍ରା

Berhampur

ନକଲି ମଦ କାରଖାନା ଠାବ

ଓମ୍ ନଗର ପ୍ରଥମ ଲାଇନରେ ନକଲି ମଦ କାରଖାନା ଠାବ ।ପାଉରୁଟି ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ମଦ କାରଖାନା ।

Bhubaneswar

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ଓ ୬ ଜିଲ୍ଲାରେ...

ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ମଧ୍ୟ ଜାରି ରହିବ। ଦିନବେଳା ରାଜ୍ୟବାସୀ ପ୍ରବଳ ଗରମ ଓ ଅସହ୍ୟ ତାତି ଗୁଳୁଗୁଳିରେ ସନ୍ତଳି ହେବେ।

Nabarangpur

ବାଘ ଛାଲ ଜବତ, ୩ ଗିରଫ

ଓଡ଼ିଶା ସୀମାନ୍ତ ଗାଁରେ ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ଉ

Puri

ପୁରୀରେ ନକଲି ମହାପ୍ରସାଦ ପ୍ରସ୍ତୁତି ନେଇ ଅଭିଯୋଗ

ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା ।

State

ପଶ୍ଚିମ ରେ ଅଧିକ ତାତି , ସୋନପୁର ଉତ୍ତପ୍ତ ସହର

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ରାଜ୍ୟର ଅନ୍ୟାନ୍ୟ ଭାଗ ଅପେକ୍ଷା ଅଧିକ ତାତି ଅନୁଭୂତ ହେଉଛି।

Balangir

ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ୍, ସ୍ତ୍ରୀ ଓ ଝିଅ ଗୁରୁତର

ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Baleswar

ବାହାନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି

ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।