ସ୍ଵଚ୍ଛତା ହିଁ ଜୀବନ

ପ୍ରଧାନମନ୍ତ୍ରୀ ଙ୍କ  ନିର୍ଦ୍ଦେଶ ଅନୁସାରେ୧ ଅକ୍ଟୋବରରେ ଗୋଟିଏ ଦିନ ମାତ୍ର ସମସ୍ତଙ୍କୁ ସମୟ ଦେଇ ଆମ ଦେଶକୁ ସ୍ଵଚ୍ଛ ଓ ନିର୍ମଳ କରିବା ପାଇଁ ଆହ୍ବାନ ଦେଇଛନ୍ତି

ସ୍ଵଚ୍ଛତା ହିଁ ଜୀବନ

ପ୍ରଧାନମନ୍ତ୍ରୀ ଙ୍କ  ନିର୍ଦ୍ଦେଶ ଅନୁସାରେ୧ ଅକ୍ଟୋବରରେ ଗୋଟିଏ ଦିନ ମାତ୍ର ସମସ୍ତଙ୍କୁ ସମୟ ଦେଇ ଆମ ଦେଶକୁ ସ୍ଵଚ୍ଛ ଓ ନିର୍ମଳ କରିବା ପାଇଁ ଆହ୍ବାନ ଦେଇଛନ୍ତି, ୩ ନମ୍ବର ୱାର୍ଡର କାଉନସିଲର କବିତା ସାହୁ ଏବଂ ବୟଜ୍ୟଷ୍ଠ ବ୍ୟକ୍ତି ଏସ ଏ ଜି ଗ୍ରୃପ୍ ର ମାଁ ମାନେ ଓ ନୀଳଚକ୍ର ୟୁଥ୍ କ୍ଳବ୍ ର ସଦସ୍ୟ ମାନେ ଙ୍କ ଦ୍ଵାରା ଅଠରବାଙ୍କି ଗେଟ୍, ଲକପଡ଼ା,ଶିତଳା ମନ୍ଦିର ସାମନାରେ ସ୍ଵଚ୍ଛ ଓ  ସଫେଇ କାର୍ଯ୍ୟ ଶେଷ ହୋଇଥିଲା ତା ପରେ କ୍ଲବ୍ ର ସଦସ୍ୟ ମାନେ ନେହେରୁ ବଙ୍ଗଳା ପଥର ବନ୍ଧ ବୁଲି ସଫେଇ କରିଥିଲେ,

୨ ଅକ୍ଟୋବରରେ  ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନିୟୁ ଜଗନ୍ନାଥ କଲୋନୀ ରେ ପ୍ରତି ଦିନ ସକାଳେ ଶୋଛତା ବାର୍ତ୍ତା ବାଣ୍ଟୁଥିବା ସ୍ଵଚ୍ଛ ସାଥୀ ମାନଙ୍କୁ ଫୁଲତୋଡ଼ା, ଉତ୍ତରି ,ଓ ଗୋଟେ ଗେଟେ ବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା

ଏହି ଅବସରରେ କଲୋନୀ ର ଆଗ ଧାଡିର ମୂରବୀ ମାନେ ଯଥା ବିନୋଦ ପ୍ରଧାନ, ଜୟଦେବ ସାହୁ, ପ୍ରଶାନ୍ତ ପରିଡ଼ା,ଅଲେଖ ବେହେରା, ଦିଲିପ୍ ନାୟକ, ସୁଧୀର ବଳିଆରସିଂ ଏବଂ କ୍ଲବ୍ ର ସଭାପତି ଦେବ ମଣ୍ଡଳ , ମୁନି ଛାଟୋଇ, ରାଜେଶ ସାହୁ , ରାକେଶ ସାହୁ,ରାଜୁ ମାଝୀ ,ପରମ ବେହେରା,ଉପମନୁ ସାହୁ ରାନୁ ମଣ୍ଡଳ , ପ୍ରକାଶ ବାରିକ୍,ଶ୍ୟାମସୁନ୍ଦର ଦାସ, ରାହୁଲ ଖଟୁଆ,ସହ ଅନେକ ସଦସ୍ୟ ଉପସ୍ଥିତ ଥିଲେ ଏହି ମହାନ୍ କାର୍ଯ୍ୟ ଦେଖି ପ୍ରଶଂସାର ସୁଅ  ଛୁଟୁଛି