Posts

State

ଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା

ତାଳଚେର ଟ୍ରାଫିକ ଇନ୍ସପେକ୍ଟରଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା।

National

ଆଜି ଉଦଘାଟନ ହେବ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍

ଆଜି ଉଦଘାଟନ ହେବ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍-ଅଟଳ ସେତୁ।

State

ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଦୁର୍ଘଟଣାର ଶିକାର

ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।

Politics

ହାଇଟେକ୍ ଲାଇସେନ୍ସ ରଦ୍ଦ କର : ବିଜେପି

ହାଇଟେକ୍‌ର ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

Bhubaneswar

ରାସ୍ତାରେ ଗୋରୁ ବୁଲିଲେ ଉଠାଇ ନେବ ବିଏମସି

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଘାରିଛି ବୁଲା ଗୋରୁ ଓ କୁକୁର ଚିନ୍ତା

National

ଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା

ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତରେ ଗୁରୁବାର ତିନିଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି

Jagatsinghapur

ରାସାୟନିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟସ୍ତରୀୟ ମକ୍ ଡ୍ରିଲ...

ପାରାଦ୍ୱୀପ ରେ ଥିବା ମୁଖ୍ୟ 4 ଟି ଶିଳ୍ପ ଅନୁଷ୍ଠାନ ଯଥା, ପାରାଦ୍ଵୀପ ପୋର୍ଟ, ଆଇ ଓ ସି ଏଲ୍, ଇ ଫ କୋ ଏବଂ ପି ପି ଏଲ ଏହି ମକ୍ ଡ୍ରିଲ ରେ ଭାଗ ନେଇଥିଲେ

State

ରାଜଧାନୀରେ ଅପରାଧୀଙ୍କୁ ଚିହ୍ନଟ କରିବ ଗୁଗଲ

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ପାଇଁ କମିସନରେଟ ପୁଲିସ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇଛି

State

ପ୍ରଥମ ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ର ଲୋଗୋ ଉନ୍ମୋଚିତ 

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି

Ganjam

ତାରାତାରିଣୀ ପୀଠରେ ପହଞ୍ଚିଲେ ରାଜ୍ୟପାଳ

ଦୁଇଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଦ୍ବିତୀୟ ଦିନରେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ

Life Style

ଆସନ୍ତୁ ଜାଣିବା କଞ୍ଚା କଦଳୀର ଉପକାରିତା

ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ।

State

୧୪ଟି ପ୍ରକଳ୍ପକୁ ଅନୁମୋଦନ

୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୭୧୩ ଦଶମିକ ୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

State

ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ

ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ।

State

ଗ୍ୟାସ କଟରରେ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା

ଗ୍ୟାସ କଟରରେ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା ।

State

ଏଥର ବସରେ ମାଗଣା ଯାତ୍ରା କରିବେ ମହିଳା

ମହିଳାଙ୍କ ପାଇଁ ଖୁସି ଖବର । ବସ୍‌ରେ ମିଳିବ ମାଗଣା ଯାତ୍ରା ସୁବିଧା । ଏ ନେଇ ଖୁବ୍‌ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି ସରକାର ।