Tag: Narasingh mishra
ଗୃହରେ ଧାରଣା ଦେଲେ ନରସିଂହ
ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଆଜି ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାରଣା ଦେଇଥିବା ଜଣାଯାଇଛି ।
ବିଧାନସଭା:କଂଗ୍ରେସର ପ୍ରସଙ୍ଗ ନେଇ ଏହା କହିଲେ ନରସିଂହ
ଦିନକ ପରେ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେବ
ଗଣତନ୍ତ୍ରକୁ ହତ୍ୟା କରାଯାଇଛି : ନରସିଂହ
ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ବାଚସ୍ପତି ନିର୍ବାଚନକୁ ବୟକଟ: ନରସିଂହ
ଆଗକୁ ବିଧାନସଭାର ବାଚସ୍ପତି ନିର୍ବାଚନ । ଏନେଇ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।