ନବରଙ୍ଗପୁରରେ ଚାରିଆଡ଼େ ବରଫର ଚାଦର
ନବରଙ୍ଗପୁରରେ କାଶ୍ମୀରର ଭ୍ରମ । ବରଫର ଚାଦର ଭର୍ତ୍ତି ହୋଇଗଲା ପୂରା ଅଞ୍ଚଳ

ନବରଙ୍ଗପୁରରେ କାଶ୍ମୀରର ଭ୍ରମ । ବରଫର ଚାଦର ଭର୍ତ୍ତି ହୋଇଗଲା ପୂରା ଅଞ୍ଚଳ । ସଦର ମହକୁମା ଅଞ୍ଚଳର ପୂଜାରୀଗୁଡ଼ା ପଞ୍ଚାୟତର ୭ଟି ଗାଁରେ କାଳବୈଶାଖୀ ବର୍ଷା ସହିତ ପ୍ରବଳ କୁଆପଥର ମାଡ଼ ଯୋଗୁଁ ଭୀଷଣ କ୍ଷୟକ୍ଷତି ହୋଇଛି । ଅନେକ ଘରର ଛପର କ୍ଷତିଗ୍ରସ୍ତ ହୋଇଥିବା ବେଳେ, ୧୫ରୁ ଅଧିକ ଗଛ ଏବଂ ବହୁ ଗୁଡ଼ିଏ ବିଦ୍ୟୁତ ଖୁଣ୍ଟ ବି ଓଲଟି ପଡ଼ିଛି ।