ପ୍ରସିଦ୍ଧ ମା ସିଦ୍ଧଦେବୀ ଠାକୁରାଣୀ ଙ୍କ କଳସୀ ଯାତ୍ରା

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କକୁଡିଆପଡା ଗ୍ରାମସ୍ଥିତ ଚିତ୍ରୋତ୍ପଳା ନଦୀ କୂଳ ରେ ମା ସିଦ୍ଧଦେବୀ ଙ୍କ ଆଲୋକୈକ ବିରଳ ଶକ୍ତିପୀଠ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କକୁଡିଆପଡା ଗ୍ରାମସ୍ଥିତ ଚିତ୍ରୋତ୍ପଳା ନଦୀ କୂଳ ରେ ମା ସିଦ୍ଧଦେବୀ ଙ୍କ ଶକ୍ତିପୀଠ ,

ଚୈତ୍ର ପୁର୍ଣିମା ପରଦିନ ଅନୁଷ୍ଠିତ ହୋଇଥାଏ ମା ଙ୍କ କଳସୀ ଯାତ ,

ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରା ଦେଖିବା ପାଇଁ ମା ଙ୍କ ପୀଠରେ ଭିଡ ଲଗାଇ ଥାଆନ୍ତି ,

ତାଛଡା ଏଥି ସହିତ ମା ଙ୍କ ଆହୁରି ଏକ ଆଲୋକୈକ ଶକ୍ତି ଦେଖିବାକୁ ମିଳିଥାଏ , ତାହା ହେଉଛି ମାନସିକ ଧାରୀ ଙ୍କ ପାଇଁ ମା ଙ୍କ ଅଜ୍ଞାମାଳ ହୁକୁମ ,

ଯେଉଁ ଭକ୍ତ ମାନେ ଯେ କୌଣସି ମନସ୍କାମନା ପୂରଣ ପାଇଁ ବ୍ରତ ଧାରଣ କରିଥାନ୍ତି ମା ସେମାନଙ୍କ ମନ ଅନୁଯାୟୀ ମନସ୍କାମନା ସମ୍ପୂର୍ଣ ପୂରଣ କରିଥାନ୍ତି

ତାହା ପୁଣି ବିଳମ୍ବିତ ରାତ୍ରିରେ ସମ୍ପୂର୍ଣ ୨୧ ଦିନ ଧରୀ କାଷ୍ଠା ରେ ରହିଥିବା ରାଉଳ ସେବକ ମାଧ୍ୟମରେ ହୁକୁମ ଦେଇ ଜଣାଇଥାନ୍ତି ,

ତେବେ ଏହା ହେଉଛି ଓଡ଼ିଶା କାହିଁକି ସମଗ୍ର ଭାରତ ବର୍ଷରେ ଏକ ବିରଳ ଶକ୍ତି ପୀଠ ,

ପ୍ରାୟ ୧୧୦ ବର୍ଷ ତଳର ସ୍ୱୟଂ ଆବିର୍ଭାବ ହୋଇ ମା ପାତାଳ ଫୁଟା ଅର୍ଦ୍ଧନାରୀଶ୍ଵର ବିଗ୍ରହ ଭାବେ ପୂଜା ପାଉଛନ୍ତି ,

ମନ୍ଦିର ବେଢାରେ ରହିଛି ଅଷ୍ଟଶମ୍ଭୁ ଙ୍କ ମନ୍ଦିର , ମନ୍ଦିର ର ବିଶେଶ୍ଵତ ହେଉଛି ମା ତାଙ୍କର ପରମ ଭକ୍ତ ମାନଙ୍କୁ ସିଧା ସଳଖ ସ୍ଵପ୍ନାଦେଶ ଦେଇ ଭକ୍ତଙ୍କ ଚଲାପଥ କୁଶୁମିତ କରିଥାନ୍ତି ,

ମହାଶିବରାତ୍ରୀ ବା ଜାଗର ସମେତ ଏହି ପୀଠରେ ବାରୁଣୀ ଯାତ୍ରା ମଧ୍ୟ ମହା ସମାରୋହରେ ପାଳନ କରାଯାଇଥାଏ ,

କାକୁଡିଆପଡା ରୁ ବୈଶାଖ ପରିବାର ପକ୍ଷରୁ ମା ଙ୍କ ପାଦପଦ୍ମରେ ଭକ୍ତି ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ