କଂଗ୍ରେସକୁ ଢଳୁଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ

କଂଗ୍ରେସ ଆଡେ ଢଳୁଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ

କଂଗ୍ରେସକୁ ଢଳୁଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ

କଂଗ୍ରେସ ଆଡେ ଢଳୁଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ । ବିଆରଏସରେ ଯୋଗ ଦେଇଥିଲି ମାତ୍ର ଓଡିଶାରେ ଲଞ୍ଚ ହେଉନି । ରାଜନୀତି କରିବାର ଅଛି ତେଣୁ ଯଦି ଯିବି କଂଗ୍ରେସକୁ ଯିବି । ମୋ ବାପାଙ୍କର ଓ ମୋ ଗୁରୁ ବିଜୁ ବାବୁଙ୍କର ପୁରୁଣା ଦଳ କଂଗ୍ରେସ । କଂଗ୍ରେସର ନେତୃମଣ୍ଡଳୀ ମୋ ସହ ଯୋଗାଯୋଗରେ ଅଛନ୍ତି । କିନ୍ତୁ ମୁଁ ଏବେଯାଏଁ ଫାଇନାଲ ନିଷ୍ପତ୍ତି ନେଇନାହିଁ । ବିଜେଡି, ବିଜେପି ଛାଡିଛି ଆଉ ଛାଡିଥିବା ଦଳକୁ ମୁଁ କଦାପି ଯିବି ନାହିଁ ବୋଲି ଗଣମାଧ୍ୟମ ଆଗରେ ନିଜ କଥା ରଖିଛନ୍ତି ଜୟରାମ ପାଙ୍ଗୀ ।