City
ଆଜି ଅପରାହ୍ନ ୫ଟା ୩୦ରେ ରାଜ୍ୟ କ୍ୟାବିନେଟ୍ ବୈଠକ
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ।
‘ରାଜ୍ୟରେ ହେଉନି ପାୱାର କଟ୍, ଓଭରଲୋଡିଂ ପାଇଁ ଟ୍ରିପ୍ କରୁଛି ପାୱାର...
ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍ କାଟ୍ ଏହାକୁ ଆହୁରି ଦୁଃର୍ବିସହ କରୁଛି ।
ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ
ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ...
୩୫ ଲକ୍ଷରୁ ଅଧିକ ଚାଷୀ ପାଇଲେ ୪୪୧.୭୬ କୋଟି ଟଙ୍କା ସୁଧ ରିହାତି
ଚାଷୀମାନେ ହେଉଛନ୍ତି ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି, ସେମାନଙ୍କ ସଶକ୍ତୀକରଣ ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି – ମୁଖ୍ୟମନ୍ତ୍ରୀ
ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ
ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ
ବିଶ୍ୱ ପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ପ୍ରଥମ ପର୍ବ ଆରମ୍ଭ
ରଥ ନିର୍ମାଣ ପାଇଁ ଲାଗି ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ସୁନା କୁରାଢ଼ୀରେ ରଥକାଠ ଛେଦନ
ଲୋକସେବା ଭବନ ପରିସରରେ ମିଲେଟ୍ ଶକ୍ତି କାଫେ, କୃଷି ସମୀକ୍ଷା କେନ୍ଦ୍ର...
ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏହିପରି ଏକ କୃଷି ସମୀକ୍ଷାକେନ୍ଦ୍ର ପ୍ରତିଷ୍ଠା ହୋଇଛି ।
ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”...
ଆବାହାମାନକାଳରୁ ଓଡ଼ିଶାର ପରମ୍ପରାରେ ଦକ୍ଷତା ରହିଛି- ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ...
ଦୁଇ ନାବାଳିକାକୁ ଗଣ ଦୁଷ୍କର୍ମ
ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଜଣ ନାବାଳିକା ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ମହିମା ଙ୍କ ମହିମା ଅପାର
ପବିତ୍ର ଅକ୍ଷୟ ତୃତୀୟା ତିଥି ର ଜନ୍ମଦିନ ଅବସରରେ ଲକ୍ଷ ଲକ୍ଷ ଶୁଭେଚ୍ଛା ଓ ଶୁଭକାମନା ସାଉଁଟିଲେ ଓଡିଆ ଜାତିର ଗର୍ବ ଓ ଗୌରବ ମହାନ ବିରଳ ବ୍ୟକ୍ତିତ୍ୱ ମହିମାନନ୍ଦ...
କୃଷି ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ମିଲେଟ ଶକ୍ତି କାଫେ,...
ମହୁମାଛି ଆକ୍ରମଣ: ୮ ଆହତ
ମନ୍ଦିରରେ ପୂଜା ବେଳେ ମହୁମାଛି ଆକ୍ରମଣ କରିଥିବାରୁ ୭ ଜଣ ଗୁରୁତର ହୋଇଥିବା ସୂଚନା ।
ଲୋକାର୍ପିତ ହେଲା ‘ଶଙ୍ଖ ଭବନ’:
ଲୋକାର୍ପିତ କଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା
ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା
ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର
ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି ।
ମିଳିଲା ଶ୍ରୀଜଗନ୍ନାଥ ପ୍ରଶାସନ ଫାଇଲ
ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି।
ବଦଳିଲା ପାଗ: ୩ ଦିନ ତାତିରୁ ମୁକ୍ତି
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଗତକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପାଣିପାଗ...
ଆଗାମୀ ଭବିଷ୍ୟତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ : ଚେୟାରମ୍ୟାନ୍...
ଓଡିଶା ସ୍କିଲ କନକ୍ଲେଭ ର ଦ୍ୱିତୀୟ ଦନରେ ଯୋଗ ଦେଇ ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ବ୍ୟବଧାନ ସମ୍ପର୍କରେ ଜେଏସଡବ୍ଲୁ ଫାଉଣ୍ଡେସନ ର ଅଧ୍ୟକ୍ଷା ଏହା ପ୍ରକାଶ କରିଛନ୍ତି
ଏମ୍ସ ଭୁବନେଶ୍ବର ଦେଶରେ ଏକ ନମ୍ବର
ଭାରତର ସବୁ ଏମ୍ସ ତୁଳନାରେ ଭୁବନେଶ୍ବର ଏମ୍ସ ଆଜି ସର୍ବାଧିକ ୧୧୩୧ ଜଣଙ୍କୁ ଟୋକୋନ୍ ପ୍ରଦାନ କରି ଏକ ନମ୍ବର ସ୍ଥାନରେ ରହିଛି।
ପତ୍ନିଙ୍କୁ ନିର୍ଯ୍ୟାତନା: ଡାକ୍ତର ଗିରଫ
ପତ୍ନିକୁ ଯୌତୁକ ନିର୍ଯ୍ୟାତନା,ଭିଡିଓ ଭାଇରାଲ ଅଭିଯୋଗ । ଅଭିଯୁକ୍ତ ଡାକ୍ତର ସ୍ୱାମୀଙ୍କୁ ଗିରଫ କଲା ଭଞ୍ଜପୁର ଥାନା ପୋଲିସ









