ନାଳରେ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ନାଳରେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ସୂଚନା

ନାଳରେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ନିମାପଡା ଥାନା ଇନ୍ଦୋଳ ଗାଁ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ଶିଶୁର ମୃତ୍ୟୁ କିପରି ଓ ସେଠାରେ ତାକୁ କିଏ ପକାଇଲା ତାହା ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।