ଚିଲିକାରେ ଚିଙ୍ଗୁଡି ଘେରି ଉଦ୍ଧାର

ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଆରମ୍ଭ ।

ଚିଲିକାରେ ଚିଙ୍ଗୁଡି ଘେରି ଉଦ୍ଧାର

ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଆରମ୍ଭ । କୃଷ୍ଣପ୍ରସାଦ ବ୍ଲକ ଯଦୁପୁର ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ହୋଇଥିବା ସୂଚନା । ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଚାଲିଛି ଉଚ୍ଛେଦ କାର୍ଯ୍ୟ ।