State
ବାଲିଯାତ୍ରା ପାଇଁ କମିସନରେଟ୍ ପୋଲିସର ରୋଡ୍ ମ୍ୟାପ୍
ଆଉ ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
କନ୍ଧମାଳରେ ଡିଜିପିଙ୍କ ମାଓ ଦମନ ସମୀକ୍ଷା
ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି
ଶ୍ରୀମନ୍ଦିରକୁ ପଶିଲେ ଅଣହିନ୍ଦୁ ମହିଳା
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦରରେ ପୁଣି ଜଣେ ବିଦେଶିନୀ ପ୍ରବେଶ ଉଦ୍ୟମ କରିଛନ୍ତି
ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ଲାଗିବ CCTV
ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି ।
ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି
ସରକାରୀ ଚାକିରିଆଙ୍କ ପରିବାରର ଥଇଥାନ ନେଇ ବଡ଼ ଘୋଷଣା
୧୫ ରାଜ୍ୟରେ ବଢିବ ଶୀତ
ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁଡୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି।
୧୨ ଅତିରିକ୍ତ ଛୁଟିକୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି
ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ
ଝାଡଖଣ୍ଡ ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଉରକେଲାରୁ ସିଧାସଳଖ ଝାଡ଼ଖଣ୍ଡ ଗସ୍ତ କରିଛନ୍ତି ମୋହନ ମାଝୀ ।
ମହାଲିଙ୍ଗଙ୍କ ଅଡ଼ିଟ କଲେ ଏମପି
କାମରେ ଅନେକ ତ୍ରୁଟି ଥିବାରୁ ବିଭାଗୀୟ କର୍ମଚାରୀଙ୍କୁ ତାଗିଦ ବି କଲେ
ବାର୍ରେ ଅବକାରୀ ନିୟମକୁ ଫୁ: ଗ୍ରାହକଙ୍କ ନିକଟରେ ନାଚୁଛନ୍ତି ବାର୍ଗାର୍ଲ
ଗାଇବା ବାହାନାରେ ସେମାନେ ଗ୍ରାହକଙ୍କ ପାଖରେ ନାଚୁଥିବା ଜଣାପଡ଼ିଛି।
ଶିମିଳିପାଳରେ ବୁଲୁଛି କଳାବାଘ
ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ
ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭିଜିଲାନ୍ସ ଡିଏସପି ଦକ୍ଷିଣ ଚନ୍ଦ୍ର ମୁର୍ମୁଙ୍କୁ ଅତିରିକ୍ତ ଏସପି(ଗୁଇନ୍ଦା) ଭାବେ ପଦୋନ୍ନତି କରାଯାଇଛି।
ମା'ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଣ୍ଡିଆରେ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଉ ।
ବିଶ୍ୱରେ ଚମକିବ ଓଡିଆ କାରୁକାର୍ଯ୍ୟ
ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ୧୨ ଶତାବ୍ଦୀରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ଏହି ଐତିହାସିକ ଶିଳ୍ପକଳା ଓ ତାର ସୂକ୍ଷ୍ମ...
କଟକ ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ...
ବାଲିଯାତ୍ରା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ଆସିବେ ।
ଗଡିଲା ବାରିପଦାରୁ ଭୁବନେଶ୍ବର ଜଗନ୍ନାଥ ଏକ୍ସପ୍ରେସ ବସ
ବାରିପଦାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଓଏସ୍ଆରଟିସିର ସୁପର୍ ପ୍ରିମିୟମ୍ ଭଲଭୋ ବସରେ ଯେଉଁମାନେ ଯାତ୍ରା କରିବେ ସେମାନେ ଓଏସ୍ଆରଟିସି ୱେବସାଇଟ୍, ମୋବାଇଲ...
ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏଥିପାଇଁ ନୌସେନା ପକ୍ଷରୁ ପ୍ରସ୍ତୁତି ଚାଲିଛି
ଆଇନମନ୍ତ୍ରୀଙ୍କ ବଡ ଘୋଷଣା , ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ...
ଆଗାମୀ ଦିନରେ ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ
ଜଙ୍ଗଲକୁ ଚାଲିଗଲା 'ଜମୁନା'
ଶିମିଳିପାଳରେ ଥିବା ବାଘୁଣୀ 'ଜମୁନା' ଆଜି ସକାଳେ ଘେରିରୁ ବାହାରି ନିକଟସ୍ଥ ଜଙ୍ଗଲରେ ପ୍ରବେଶ କରିଥିଛି
ନଭେମ୍ବର ୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ...
ଆଗାମୀ ୨୪ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ