State
ଭବଙ୍କୁ ବାନ୍ଧିଲା ପୁଲିସ
ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ବାକି ଆବେଦନଗୁଡିକ ଜମି ଯୋଗ୍ୟତା କାରଣ ପାଈଁ ବାଦ ପଡିଛି । ବ୍ଲକ ସ୍ତରରେ ରିପୋର୍ଟ ପହଞ୍ଚିଛି, ସେମାନଙ୍କର ମଧ୍ୟ ଯାଞ୍ଚ ହୋଇ ସାମିଲ କରାଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ...
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମ
ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।
ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ଶ୍ରୀବିଗ୍ରହ
ମା'ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି।
ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶନିବାର ଅପରାହ୍ନରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍
ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି
ଗୋ- ଚାଲାଣ ବନ୍ଦ ପାଇଁ ସରକାରଙ୍କ ବଡ ନିଷ୍ପତି
ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ
ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ
ସକ୍ରିୟ ହେଲା ଘୂର୍ଣ୍ଣିବଳୟ
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି
ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ
ମଧୁର ମାଛ ଉତ୍ପାଦନରେ ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହି ଆତ୍ମନିର୍ଭର ହୋଇପାରିଛି ।
ବାଘକୁ ନେଇ ବିଧାୟକ ଚିନ୍ତିତ
ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି।
ମହତାବ ଓଡ଼ିଶାର ସର୍ଦ୍ଧାର ପଟେଲ:ମୁଖ୍ୟମନ୍ତ୍ରୀ
ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗୁରୁବାର ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି
ଜେଲ୍ ଗଲେ ୧୦ ଅଭିଯୁକ୍ତ : ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା
ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି
'ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ'
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟକୁ ନେଇ ପୋଲିସ ଡିଜିଙ୍କ ବଡ଼ ସୂଚନା
ପୁରୀରେ ପାଳିତ ହେବ ନୌସେନା ଦିବସ
ଏୟାର ସୋ’ ଅନୁଷ୍ଠିତ ହେଉଥିବା ସମୟରେ ସଂପୃକ୍ତ ଅଞ୍ଚଳରେ ପକ୍ଷୀମାନେ ଉଡିବା ଦ୍ୱାରା ବିମାନଗୁଡିକ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ।
୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତା ମାସ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ।
ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ: ଆଇନମନ୍ତ୍ରୀ
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ୟାତନା କରାଯାଉଥିବାର ଘଟଣା ନଜରକୁ ଆସୁଛି









