ଶିମିଳିପାଳରେ ବୁଲୁଛି କଳାବାଘ
ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ

ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ । ବାଘ ବୁଲୁଥିବାର ଦେଖିଛନ୍ତି ପର୍ଯ୍ୟଟକ । ଏହା ଜଣାପଡିବା ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସ୍ପଷ୍ଟ ସୂଚନା ଦେଇଛନ୍ତି । ଖାଲି ସୂଚନା ଦେଇନାହାଁନ୍ତି ତ ନିଜ"X" ରେ ଭିଡିଓ ଶେୟାର୍ କରିଛନ୍ତି ପିସିସିଏଫ୍ ଶୁସାନ୍ତ ନନ୍ଦ ।
ସୂଚନା ଥାଉକି, ପ୍ରଥମ କରି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ଓପନ ସଫାରୀରେ ବୁଲିବା ବେଳେ ଅଭୟାରଣ୍ୟର କୋର୍ ଅଞ୍ଚଳରେ ପର୍ଯ୍ୟଟକ ଦେଖିଥିଲେ ଅଣ୍ଡିରା କଳାବାଘ ।
ଯାହାର ନାମ T31 ରଖାଯାଇଛି ।