ପୂର୍ବତନ ରାଜ୍ୟସଭା ସାଂସଦଙ୍କ ନାଁରେ NBW

ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି l ଭାସ୍କର ରାଓଙ୍କ ସହ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କଲେ SDJM କୋର୍ଟ ରାୟଗଡା l
ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କୁ ୧୫/୧୨/୨୦୧୦ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।