State
ଆଜିଠୁ ଭୁବନେଶ୍ବର ରୁ ଝାରସୁଗୁଡାକୁ ଉଡିବ ବିମାନ
ଲୋକଙ୍କ ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି ।
ବରଗଡ଼ରେ ରାଜ୍ୟପାଳ ରଘୁବର ଦାସ
ଆଜି ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ।
ଇଡ୍କୋ ସିଜିଏମ୍ଙ୍କ ଘରେ ଭିଜିଲାନ୍ସ ଚଢାଉ
ଭିଜିଲାନ୍ସ ପଞ୍ଝାରେ ଇଡ୍କୋ ଅଧିକାରୀ । ଇଡ୍କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ସୁଡ଼ଙ୍ଗ ଠାବ ଚର୍ଚ୍ଚା
ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ...
ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: -‘ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ
କୋଭିଡକୁ ନେଇ ଆତଙ୍କିତ ହେବାର ନାହିଁ : ସ୍ୱାସ୍ଥ୍ୟ ନିର୍ଦେଶକ
ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ରାଉରକେଲା ପରେ ବଲାଙ୍ଗୀରରେ ଚିନ୍ତା ବଢ଼ାଇଲା ଝାଡା ବାନ୍ତି
ରାଉରକେଲା ପରେ ବଲାଙ୍ଗୀର ର କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୪ ଜଣ ଆକ୍ରାନ୍ତ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ନୂଆ ଅପରାଧିକ ବିଲ୍କୁ ଦେଲେ ମଞ୍ଜୁରୀ
ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହିତ ଏହି ତିନୋଟି ବିଲ୍ ଏବେ ଆଇନରେ ପରିଣତ ହୋଇଛି।
ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ
ଆଜି ପ୍ରବିତ ବଡଦିନ । ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଭଗବାନ୍ ଯୀଶୁ ।
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ୍କୁ ଅନୁମୋଦନ...
ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଛନ୍ତି
ପ୍ରତିଦିନ ଘଟୁଛି ଦୁର୍ଘଟଣା
ପ୍ରତିଦିନ ଘଟୁଛି ଦୁର୍ଘଟଣା, ଗଡୁଛି ମୁଣ୍ଡ, ବାଜି ଲାଗୁଛି ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନ
ତେଜୁଛି କାମିୟା ଜାନୀ ବିବାଦ, କିଏ ଏହି କାମିୟା ???
କିଏ ଏହି କାମିୟା ଜାନୀ ? କଣ କରନ୍ତି ସେ ?, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ
ନିର୍ବାଚନ ପାଇଁ ଅଫିସର ସ୍ତରରେ ହେବ ବଡ ଅଦଳବଦଳ
ଓଡିଶାରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ
ପଥରରେ ଛେଚି ଯୁବକଙ୍କୁ ହତ୍ୟା
ତେଲ ନଦୀ ପେଙ୍ଗୁସାଇରେ ବୀଭତ୍ସ ହତ୍ୟା
ଜଳିଗଲା ୨ ହାଇୱା
ହାଇୱାକୁ ପିିଟିଲା ହାଇୱା। ବିଳମ୍ବିତ ରାତ୍ରିରେ ବାଲି ଚାଲାଣ ବେଳେ ଘଟିଲା ଦୁର୍ଘଟଣା।
ରାଜ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ
କୋଭିଡର ନୂଆ ଭାରିଆଣ୍ଟ ଜେଏନ -୧ ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ...
ଜଳିଗଲା ଗୁହାଳ, ଜଳିଗଲେ ଛେଳି
ଗୁହାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୫୦ରୁ ଊର୍ଦ୍ଧ୍ୱ ଛେଳି ଜଳିଗଲେ
ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଳାସପୁର ଦ୍ବାଦଶ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।
ଆଜି ବର୍ଷର ସବୁଠୁ ଛୋଟ ଦିନ
ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ









