State

ରାଜ୍ୟରେ ଇସ୍ପାତ ଉତ୍ପାଦନ ୨୬ ନିୟୁତ ଟନ୍, ୨୦୨୨-୨୩ ତୁଳନାରେ ୧୧%...

ଆର୍ଥିକ ବର୍ଷ ୨୦୨୩-୨୪ରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୧% ବୃଦ୍ଧି ହୋଇ ୨୬ ନିୟୁତ ଟନ୍ ଛୁଇଁଛି ।

ନିଆଁ ବର୍ଷା: ବିଶ୍ବର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା, ବାଲେଶ୍ବର,...

ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷା ହୋଇଥିଲା। ସାଢ଼େ ୮ଟା ବେଳକୁ ବାରିପଦା ସହରର ପାରଦ ୩୮ ଡିଗ୍ରି ଡେଇଁଯାଇଥିଲା

ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ସୁପ୍ରିମୋ ତଥା...

ଷଷ୍ଠ ଥର ପାଇଁ ହିଞ୍ଜିଳି ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି -ଛତିଶଗଡ ସୀମାନ୍ତରେ ପୋଲିସ- ନକ୍ସଲ ମଧ୍ୟ ଗୁଳିବିନିମୟ,...

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୋଲିସ ବଡ ଧରଣ ଅପରେସନ

ଲୋକଙ୍କ ଆଶ୍ରିର୍ବାଦ ରେ ଆଶ୍ରିତ, କଲେ ନାମାଙ୍କନ ଦାଖଲ

ବିଶାଳ ଶୋଭାଯାତ୍ରା ରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ଡେଲାଙ୍ଗ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସାଥୀରେ ଅଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ...

ପ୍ରମୁଖ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମୁଖ ନେତୃତ୍ୱମାନଙ୍କୁ ବିଜୁ ଜନତା ଦଳରେ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି

ମେ' ୩ରେ ରାୟଗଡ଼ା ଆସିବେ ରାହୁଲ

ଆସନ୍ତା ମେ' ୧୩ରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଏହାର ଅଧୀନରେ ଥିବା ୨୮ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ

ସାଢ଼େ ୧୧ଟାରେ ୪୧ ଡିଗ୍ରୀ ଟପିଲା ପାରଦ; ଟ୍ୱିନ୍‌ ସିଟିକୁ ରେଡ୍ ଆଲର୍ଟ

କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଚାଳକ ଓ ହେଲପରଙ୍କ ଚାଲିଗଲା...

ଆଜି ଭୋରରେ ସୋନପୁର- ବଲାଙ୍ଗୀର ରାସ୍ତା ହରିଡ଼ଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି

୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ...

ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ୫ଟି...

ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ

ହଠାତ୍‌ ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍‌

ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ

ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି

୨୮ରେ ଓଡ଼ିଶା ଆସିବେ ନଡ୍ଡା

ଓଡ଼ିଶାରେ ଏବେ ରାଜନୈତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି

ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି, ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ...

ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ଆସନ୍ତା ୨୯ ତାରିଖରେ ହେବ ମାମଲାର ପୂର୍ଣାଙ୍ଗ ଶୁଣାଣୀ