Kandhamal

ନାବାଳିକା ଅପହରଣ ନେଇ ଏସପି ଙ୍କୁ ଭେଟିଲେ ପରିବାର

ନାବାଳିକା ଅପହରଣ ଘଟଣା ର କାର୍ଯ୍ୟାନୁଷ୍ଠାନ ନେଇ ଏସପି ଙ୍କୁ ଭେଟିଲେ ପରିବାର ଲୋକେ

ଚାଷ ପାଇଁ ଗୁଣାତ୍ମକ ବିହନ ପାଇଁ ଦାବୀ

ଦ୍ୱିତୀୟ ଫସଲ ଚାଷ ପାଇଁ ଗୁଣାତ୍ମକ ବିହନ ଓ ଠିକ ସମୟ ରେ ଉପଲବଧତା ଏବଂ ବିଭିଧତା ପାଇଁ ଦାବୀ

ଉତକେଲାକୁ ଉଡ଼ିଲା ବିମାନ

କଳାହାଣ୍ଡି ଜିଲ୍ଲା ଉତକେଲାରୁ ଉଡ଼ିଲା ବିମାନ

ଯୁବ ପିଢ଼ିଙ୍କ ଦାୟିତ୍ବରେ ସାମାଜିକ ପରିବର୍ତ୍ତନ ସମ୍ଭବ

ଯୁବ ପିଢ଼ିଙ୍କ ଦାୟିତ୍ବରେ ସାମାଜିକ ପରିବର୍ତ୍ତନ ସମ୍ଭବ।ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଯୁବ ପାଣିଙ୍କ ପାଇଁ ମାନବାଧିକାର ତାଲିମ୍ ଅନୁଷ୍ଠିତ

ଗଞ୍ଜେଇ ଭର୍ତ୍ତି କାର୍ ଜବତ, ଜଣେ ଗିରଫ

ଗଞ୍ଜେଇ ଚୋରା ଚାଲାଣ ବେଳେ ବେଆଇନ୍‌ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍‌

ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି

ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି

ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା  ପଡୋଶୀ ଯୁବକ

ବାଲିଗୁଡା ଆମ୍ବ ସାହି ରେ ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା  ପଡୋଶୀ ଯୁବକ l

ସରକାରୀ ଭତ୍ତା ଓ କେତେ କେଜି ଚାଉଳ ରେ ବିତୁଛି ଜୀବନ....

ଆଖି ଓ ପାଟି ରେ ରହିଛି ସେହି ଦିନ ର ଇତିହାସ l ଝାଟି ମାଟି, ଚାଳ ଛପର  ଘରେ  ଦୁଇଟି ଜୀବନ l କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ର କୁସୁମେଣ୍ଡି ଗ୍ରାମ ପଂଚାୟତ...

ଶାନ୍ତି ପାଇଁ ଶାନ୍ତି କମିଟି

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଉପାନ୍ତ ଅଞ୍ଚଳ ତଳଦଣ୍ଡିକିଆ ପଞ୍ଚାୟତ ସଭା ଗୃହ ରେ ଫିରିଙ୍ଗିଆ ଥାନା ତରଫରୁ ଶାନ୍ତି କମିଟି ବୈଠକ  ଅନୁଷ୍ଠିତ l

ଉଦଯାପିତ ହେଲା ଭଲି ବଲ ଟୁର୍ଣ୍ଣାମେଣ୍ଟ

ଗାର୍ଡିଙ୍ଗିଆ ରେ ହେଲା ଉଦଯାପନୀ ଭଲି ବଲ ଟୁର୍ନାମେଣ୍ଟ,

ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀ ତରଫରୁ ସ୍ଵେଛାକୃତ ରକ୍ତଦାନ...

ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା।

ବାଇକ୍ କୁ ଧକ୍କା ଦେଲା ବାଇକ୍, ୪ ଜଣ ଗୁରୁତର 

କନ୍ଧମାଳ ଜିଲ୍ଲା ଟିକାବାଲି ଇଲେକ୍ଟ୍ରି ଅଫିସ୍ ସମୂଖରେ ବାଇକ୍ କୁ ବାଇକ୍ ଧକା ହେବାରୁ ଶିଶୁ ସମେତ ୪ ଜଣ  ଗୁରୁତର ହୋଇଥିବା ଜଣାପଡିଛି

ଫିରିଙ୍ଗିଆ ରେ ସ୍ୱାଧୀନତା ଦିବସ ପାଳିତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଧୁମ ଧାମରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି

ଫିରିଙ୍ଗିଆ ଥାନା ପୋଡି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ପୋଲିସ...

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କନ୍ଧମାଳ ପୋଲିସର ମୋଷ୍ଟ ୱ୍ୟାଣ୍ଟେଡ୍ ତାଲିକା ରେ ଥିବା ବିଶ୍ବରଞ୍ଜନ କହଁର ଓରଫ ବାପିକୁ...

ଫିରିଙ୍ଗିଆ ଥାନା ରେ ବିଜେଡି ର ସାତ ଜଣିଆ ପ୍ରତିନିଧି ଦଳ

ଥାନା ପୋଡି ଘଟଣା ର ସ୍ଥିତି ଅନୁଧ୍ୟାନ କଲେ ବିଜେଡି ର ସାତ ଜଣିଆ ପ୍ରତିନିଧି ଦଳ I

ଫିରିଙ୍ଗିଆ ଥାନା ରେ କଂଗ୍ରେସ ର ୭ ଜଣିଆ ଟିମ

ଥାନା ପୋଡି ଓ ଜନସାଧାରଣ ଙ୍କ ସମସ୍ୟା କୁ ନେଇ ଥାନାରେ ଅଧକାରୀ ମାନଙ୍କ ସହ କଲେ ଆଲୋଚନା

ଥାନା ପୋଡି ଘଟଣା ର ସ୍ଥିତି ଅନୁଧ୍ୟାନ କଲେ ବିଜେଡି ର ସାତ ଜଣିଆ...

ଥାନା ପୋଡି ଘଟଣା ର ସ୍ଥିତି ଅନୁଧ୍ୟାନ କଲେ ବିଜେଡି ର ସାତ ଜଣିଆ ପ୍ରତିନିଧି ଦଳ

ଫିରିଙ୍ଗିଆ ଥାନା ପୋଡି ମାମଲା : ୧୯ ଗିରଫ, ୫୦ରୁ ଅଧିକ ଲୋକଙ୍କ ନାଁରେ...

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଥାନା ପୋଡି ଓ ଭଙ୍ଗାରୁଜା ଘଟଣାରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି। ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି

ବଦଳିଲେ ଫିରିଙ୍ଗିଆ IIC

ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ, ଆଜି ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି