ଅଡୁଆରେ RJD ନେତା

ଅଡୁଆରେ RJD ନେତା

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମହିଳାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ ବରିଷ୍ଠ RJD ନେତା ଅବଦୁଲ ବରୀ ସିଦ୍ଦିକି । ବିବାଦ ପରେ ରଖିଲେ ସ୍ପଷ୍ଟୀକରଣ, କହିଲେ କେହି ଆଘତ ପାଇଥିଲେ ଦୁଖିତଃ ।

ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ମତାମତ ରଖିବା ସମୟରେ ବିବାଦୀୟ ବୟାନ ଦେଇ ଅଡୁଆରେ ଆରଜେଡି ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଅବଦୁଲ ବରୀ ସିଦ୍ଦିକି ।