Tag: Aswini baishnav

State

ବ୍ରଡକାଷ୍ଟିଂ ବିଲ୍ କୁ ନେଇ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

ଡ୍ରାଫ୍ଟର ପ୍ରାବଧାନରେ କୁହାଯାଇଛି ଯେ ଡିଜିଟାଲ୍ ପ୍ଲାଟଫର୍ମରେ ନ୍ୟୁଜ୍ ପ୍ରସାରଣ କରୁଥିବା ପବ୍ଲିସର୍ସକୁ ଡିଜିଟାଲ୍ ନ୍ୟୁଜ୍ ବ୍ରଡକାଷ୍ଟର୍ସ କୁହାଯିବ ।

National

ରେଳ ମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆ ପ୍ରକଳ୍ପ ଘୋଷଣା

ଏହି ଦୁଇଟି ପ୍ରକଳ୍ପ ବହୁଦିନରୁ ଜନସାଧାରଣଙ୍କ ଦ୍ୱାରା ଦାବି ହୋଇଆସୁଥିଲା।

Politics

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଘୋଷଣା କରିଛି ବିଜେଡି ।

State

ଫେବୃଆରୀ ୧୫ରେ ରାଜ୍ୟସଭା ସଦସ୍ୟ ଲାଗି ନାମାଙ୍କନ ଭରିବେ ଅଶ୍ବିନୀ...

ଫେବୃଆରୀ ୧୫ରେ ରାଜ୍ୟସଭା ସଦସ୍ୟ ପଦବୀ ଲାଗି ଅଶ୍ବିନୀ ବୈଷ୍ଣବ ନାମାଙ୍କନ ଭରିବେ ।

National

ଦିନିକିଆ କଟକ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

State

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ

ଆଠଗଡ଼ ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

National

ପ୍ରତିଶୃତି ପୂରଣ କଲେ ରେଳମନ୍ତ୍ରୀ

ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ 14.7 କୋଟି ଟଙ୍କା ପାଣ୍ଠି ମଞ୍ଜୁର କଲେ