ଗୋଟିଏ ମାସରେ ୨ଥର ଓଡ଼ିଶା ଆସିବେ ରାଷ୍ଟ୍ରପତି
୨ଟି ପର୍ଯ୍ୟାୟରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୨ଟି ପର୍ଯ୍ୟାୟରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୦ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ୨ଟି ପର୍ଯ୍ୟାୟରୁ ୨୦ରୁ ୨୨ ଯାଏ ପ୍ରଥମ ପର୍ଯ୍ୟାୟ ଗସ୍ତ ରହିଛି। ପ୍ରଥମେ ରାଇରଙ୍ଗପୁର, ସମ୍ବଲପୁର ଓ ବୁର୍ଲା ଓ ଆନ୍ଧ୍ରରେ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଜନ୍ମମାଟି ରାଇଙ୍ଗପୁର ଯିବେ।
ନଭେମ୍ବର ୨୦ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ୨ଟି ପର୍ଯ୍ୟାୟରୁ ୨୦ରୁ ୨୨ ଯାଏ ପ୍ରଥମ ପର୍ଯ୍ୟାୟ ଗସ୍ତ ରହିଛି। ପ୍ରଥମେ ରାଇରଙ୍ଗପୁର, ସମ୍ବଲପୁର ଓ ବୁର୍ଲା ଓ ଆନ୍ଧ୍ରରେ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଜନ୍ମମାଟି ରାଇଙ୍ଗପୁର ଯିବେ।
ରାଷ୍ଚ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ଦ୍ୱିତୀୟ ଗସ୍ତ। ତେବେ ଦ୍ୱିତୀୟ ପର୍ଯ୍ୟାୟ ୨୬ରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି। ୨୭ରେ ପାରାଦୀପରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଯୋଗଦେବେ।