ଡିସେମ୍ବର ୧୫ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ଡିସେମ୍ବର ୧୫ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ଡିସେମ୍ବର ୧୫ରେ ଓଏଏସ ପ୍ରିଲିମ ପରୀକ୍ଷା। ଓପିଏସସି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ପରୀକ୍ଷାର ସବିଶେଷ ବିବରଣୀ ପରବର୍ତ୍ତି ସମୟରେ ଜଣାଇ ଦିଆଯିବ ବୋଲି ଓପିଏସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ , ଅକ୍ଟୋବର ୨୭ ତାରିଖରେ ଓଏଏସ ପ୍ରିଲିମ ପରୀକ୍ଷା ହେବାର ଥିଲା। କିନ୍ତୁ ବାତ୍ୟା 'ଦାନା'କୁ ଦୃଷ୍ଟିରେ ଓପିଏସସି ପକ୍ଷରୁ ଓଏଏସ(ଓଡ଼ିଶା ସିଭିଲ ସର୍ଭିସ) ପ୍ରିଲିମ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।