ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ l ସୌଜନ୍ୟମୂଳକ ସାକ୍ଷାତ ସହ ଓଡ଼ିଶା ର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା। ଏଥି ସହିତ ବିଘ୍ନ ବିନାଶକ ଗଜାନନ ଗଣେଶ ଙ୍କ ଛୋଟ ପ୍ରତିମୂର୍ତ୍ତି କୁ ଉପହାର ସ୍ବରୂପ ଓଡ଼ିଶା ର ରାଜ୍ୟପାଳ ରଘୁବର ଦାସ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ସୁନେଲି ରଙ୍ଗର ଗଣେଶଙ୍କ ବିଗ୍ରହ ଦେଇଥିବା ବେଳେ ରାଷ୍ଟ୍ରପତିଙ୍କୁ ରୁପାର ବିଗ୍ରହ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ତେବେ ସ୍ବଳ୍ପ ସମୟ ର ସାକ୍ଷାତକାର ରେ ରାଜ୍ୟପାଳ ବେଶ୍ ଆନନ୍ଦିତ ହେବା ସହ ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ କୁ ତ୍ବରାନ୍ବିତ କରିବେ ବୋଲି ଜଣାପଡିଛି।