ନିରାକାରପୁର ପୋଲିସ ତରଫରୁ ଜାତୀୟ ରାଜପଥ ରେ ବ୍ଲକିଂ ଓ ଚେକିଂ

ନିରାକାରପୁର ପୋଲିସ ତରଫରୁ ଜାତୀୟ ରାଜପଥ ରେ ବ୍ଲକିଂ ଓ ଚେକିଂ

ନିରାକାରପୁର ପୋଲିସ ତରଫରୁ ଜାତୀୟ ରାଜପଥ ରେ ବ୍ଲକିଂ ଓ ଚେକିଂ

ଖୋର୍ଦ୍ଧା ନିରାକାରପୁର ଥାନା ଆଇଆଇସି ସୁଚିତ୍ରା ଜେନା ଙ୍କ ନେତୃତ୍ୱରେ ଆଜି ୧୬ ନଂ ଜାତୀୟ ରାଜପଥ ରେ ବ୍ଳକିଂ ଓ ଚେକିଙ୍ଗ କରାଯାଇଥିଲା। ସୂଚନାଯୋଗ୍ୟ କି ଆଜି କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳରୁ ଦୁର୍ବୃତ୍ତ ମାନେ ବନ୍ଧୁକ ମୁନରେ କୋଟିଏ ରୁ ଅଧିକ ଟଙ୍କା ଏଟିଏମ୍ ଗାଡିରୁ ଲୁଟି ନେଇ ଥିବାବେଳେ ଏହାକୁ ଧରିବା ଉଦ୍ଦେଶ୍ୟରେ ଆଜି ରାମେଶ୍ବର ଛକ ନିକଟରେ ନିରାକାରପୁର ପୋଲିସ ତରଫରୁ ଚେକିଙ୍ଗ୍ କରାଯାଇଥିଲେ ବି କୌଣସି ସୁରାକ ମିଳି ନ ଥିଲା l

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ