ମେଣ୍ଟ ନେଇ କେନ୍ଦ୍ର ନିଷ୍ପତ୍ତି ନେବ : ଜୁଏଲ

ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା

ମେଣ୍ଟ ନେଇ କେନ୍ଦ୍ର ନିଷ୍ପତ୍ତି ନେବ : ଜୁଏଲ

ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା । ବୈଠକରେ ଅନେକ ବଷୟରେ ଆଲୋଚନା କରାଯାଇଛି । ଆମେ ଏକା ଲଢିବୁ ବୋଲି ଆମେ ଆମର ମତ ଦେଇଛୁ । ମେଣ୍ଟରେ କିଛି ଫାଇନାଲ ହୋଇନି ବୋଲି କୋହିଛନ୍ତି ଜୁଏଲ । ମେଣ୍ଟ ହେବ କି ନାହିଁ , ସେ ସଂପର୍କରେ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବ । କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବ , ତାହା ହିଁ ହେବ ।