ଜନଜାଗରଣ ଯାତ୍ରା

ଓବିସି ବର୍ଗର ଲୋକମାନଙ୍କର ହକ୍ ଓ ଅଧିକାର ସାବ୍ୟସ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜନଜାଗରଣ ଯାତ୍ରା

ଜନଜାଗରଣ ଯାତ୍ରା

ବିଜେଡି ସରକାରଙ୍କ ଓବିସି ବିରୋଧୀ ମାନସିକତାକୁ ପଦାରେ ପକାଇବା ପାଇଁ ଏବଂ ଓବିସି ବର୍ଗର ଲୋକମାନଙ୍କର ହକ୍ ଓ ଅଧିକାର ସାବ୍ୟସ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ସୂରଥ ଙ୍କ ନେତୃତ୍ୱରେ ଅନୁଗୋଳ ବ୍ଲକ ବନ୍ତଳାଠାରେ ‘ଜନଜାଗରଣ ଯାତ୍ରା’ ଆୟୋଜନ କରାଯାଇଛି ।