ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ବଗିରେ ଲାଗିଲା ନିଆଁ

କଟକ ଷ୍ଟେସନରେ ଜନ ଶତାବ୍ଦୀରେ ଏକ୍ସପ୍ରେସ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ।

ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ବଗିରେ ଲାଗିଲା ନିଆଁ

କଟକ ଷ୍ଟେସନରେ ଜନ ଶତାବ୍ଦୀରେ ଏକ୍ସପ୍ରେସ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ। ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରରୁ ହାୱାଡ଼ା ଯାଉଥିବା ବେଳେ କଟକ ଷ୍ଟେସନରେ ନିଆଁ ଲାଗିଥିବା ସୂଚନା । ବ୍ରେକିଂ ବାଇଡିଂ ଯୋଗୁଁ ଏକ ବଗି ତଳେ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି ।

ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ଘଟିନାହିଁ । ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଷ୍ଟେସନ ଛାଡ଼ିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।