ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି।

ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ । ଜନସ୍ବାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ,ଘରୋଇ ଗାଡ଼ି ମାଲିକ ଜନ ମଙ୍ଗଳ ସଂଘ,ଡ଼୍ରାଇଭର ସଂଘ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ଙ୍କ ମୂର୍ତ୍ତି ପୂଜା ହେଉଥିବା ବେଳେ ବିଭିନ୍ନ ଗ୍ୟାରେଜ ,ପେଟ୍ରୋଲ ପମ୍ପ,କ୍ରସର୍ ୟୁନିଟ ରେ ମଧ୍ୟ ପୂଜା ଅନୁଷ୍ଠିତ ହେଉଛି ।

ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ