Tag: #bhuban

Dhenkanal

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବିପୁଳ ମଦ ଜବତ,୫ ଜଣ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବିପୁଳ ମଦ ଜବତ,୫ ଜଣ ଗିରଫ

Dhenkanal

ଉଦ୍ୟମିତା ବିକାଶ କାର୍ଯକ୍ରମ ତାଲିମ ଶିବିର ଉଦଘାଟିତ

ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଲକ ସଭାଗୃହ ଠାରେ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯକ୍ରମ (ତାଲିମ ଶିବିର) ଉଦଘାଟିତ ହୋଇଯାଇଛି...

Dhenkanal

ହିଙ୍ଗୁଳା ମନ୍ଦିର ରେ ନବରାତ୍ର ପୂଜା ଅନୁଷ୍ଠିତ

ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ମା ହିଙ୍ଗୁଳା ଙ୍କ ମନ୍ଦିରରେ ମା ହିଙ୍ଗୁଳା,ମା ଶାରଳା ଙ୍କ ନବରାତ୍ର ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

Dhenkanal

ଭୁବନ ହାଇସ୍କୁଲ ପ୍ଲାଟିନମ୍ ଜୁବଲି ମହୋତ୍ସବ

ଭୁବନ ହାଇସ୍କୁଲ ପ୍ଲାଟିନମ୍ ଜୁବଲି ମହୋତ୍ସବ ଡିସେମ୍ବର ୯ ଉଦଘାଟନ ଓ ୧୦ ଉଦଯାପନ ଉତ୍ସବ

Dhenkanal

ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା

ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି)ପଞ୍ଚାୟତ ର କାଇଁଶିରି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l

Dhenkanal

ଭୁବନ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜୟନ୍ତୀ...

ଭୁବନ ବିଜେଡି ତରଫରୁ ସ୍ଥାନୀୟ ବୁଦ୍ଧେଶ୍ଵର୍ ମନ୍ଦିର ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମତିଥି ପାଳନ କରାଯାଇଥିଲା ।

Dhenkanal

ମହିଳା ମହବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।

Dhenkanal

ଭୁବନ ଏନ୍ ଏ ସି କାଉନସିଲ ବୈଠକ ଅନୁଷ୍ଠିତ

ଭୁବନ ଏନ୍ ଏ ସି କାଉନସିଲ ବୈଠକ ଅନୁଷ୍ଠିତ ଚିନରା ପୋଖରୀ ସମେତ ୬ ଟି ପୋଖରୀ କୁ ଆଦର୍ଶ ପୋଖରୀ କରାଯିବ

Dhenkanal

ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ

ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ ମୋଦି ଠକିଲେ,ନବୀନ ୧୫ ଲକ୍ଷ ଦେଲେ: ମହେଶ ସାହୁ

Dhenkanal

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ଶେଷ , ସକାଳ ୬ ଟା ସୁଦ୍ଧା ସମସ୍ତ ମେଢ଼ ନୂଆ ବଜାର ରେ ପହଞ୍ଚିବ

Dhenkanal

ଗୋପବନ୍ଧୁ ଦାସ ସେବା ସଙ୍ଗଠନ ଲୋକାର୍ପିତ

ଗୋପବନ୍ଧୁ ଦାସ ସେବା ସଙ୍ଗଠନ ଲୋକାର୍ପିତ

Dhenkanal

ଭୁବନରେ ଗଣେଶ ଭସାଣି ଉତ୍ସବ

ଭୁବନରେ ଗଣେଶ ଭସାଣି ଉତ୍ସବ,ବାଜା, ବାଣ,ନୃତ୍ୟ ଗୀତ ରେ ସହର ପ୍ରକମ୍ପିତ

Dhenkanal

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ଦିବସ ପାଳିତ

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ( ଜାତୀୟ ସେବା ଯୋଜନା ) ଦିବସ ପାଳିତ ହୋଇଯାଇଛି।

Dhenkanal

ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି।

Dhenkanal

ଗୋପାଳ ସମାଜ ତରଫରୁ ନନ୍ଦୋତ୍ସବ ପାଳନ

ପରମ୍ପରା ବିଧି ଅନୁସାରେ ଜନ୍ମାଷ୍ଟମୀ ବାସି (ପରଦିନ )ଗୋପାଳ ମାନେ କୃଷ୍ଣ ଭଗବାନଙ୍କ ଆଗମନର ଖୁସିରେ ବିଭୋର ହୋଇ ନନ୍ଦୋତ୍ସବ ପାଳନ କରିଥାଆନ୍ତି ।

Dhenkanal

ବାଣୀ ସାହିତ୍ୟ ସ°ସଦର ୩୫ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାବନ ତିଥିରେ,ବାଣୀ ସାହିତ୍ୟ ସ°ସଦର ବାର୍ଷିକୋତ୍ସବ ବରିଷ୍ଠ ନାଗରିକ ସଂଘ ଗୃହ ରେ ମହାସମାରୋହରେ ପାଳିତ ହୋଇଯାଇଛି ।

Dhenkanal

ନଗଡା ଏବେ ତାଗଡ଼ା ପହଞ୍ଚିଛି ବିକାଶ , ବିରୋଧୀ ହତାଶ

ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡ଼ା ଆଜି ତାଗଡ଼ା ହୋଇଯାଇଛି ।

Dhenkanal

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆର କେ ଏସ ବୈଠକ ଅନୁଷ୍ଠିତ

ଚଳିତ ଆର୍ଥିକ ବର୍ଷ ପାଇଁ ୯.୯୫ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ